ଅସାମାଜିକ ଯୁବକଙ୍କ ତୁମୁଳକାଣ୍ଡ : ରାଜଧାନୀରେ କୋଭିଡ୍‌ ଯୋଦ୍ଧାଙ୍କୁ ଆକ୍ରମଣ

ଭୁବନେଶ୍ୱର : କରୋନା ଭୂତାଣୁର ଶୃଙ୍ଖଳ ଭାଙ୍ଗିବା ପାଇଁ ଚଳିତ ସପ୍ତାହର ୨ ଦିନିଆ ସଟ୍‌ଡାଉନ୍‌ର ଆଜି ଶେଷ ଦିନ ଥିଲା। ପହିଲି ରଜକୁ ଦୃଷ୍ଟିରେ ରଖି ରାଜଧାନୀ ସାରା ପୂରା ପୁଲିସ ଛାଉଣୀ ହୋଇ ରହିଥିଲେ। ଯେପରି କେହି ଘରୁ ନ ବାହାରିବେ, ସେଥିପ୍ରତି ସହରର ମୁଖ୍ୟ ଛକଗୁଡ଼ିକରେ ପୁଲିସ୍ ଜଗି ରହିଥିଲା। କିନ୍ତୁ କଡ଼ା ସୁରକ୍ଷା ସତ୍ତ୍ୱେ ଜଣେ ଦୁର୍ବୃତ୍ତ ଆଜି ସହରରେ ତୁମୁଳକାଣ୍ଡ ଘଟାଇଛି। କୋଭିଡ୍‌ … Continue reading ଅସାମାଜିକ ଯୁବକଙ୍କ ତୁମୁଳକାଣ୍ଡ : ରାଜଧାନୀରେ କୋଭିଡ୍‌ ଯୋଦ୍ଧାଙ୍କୁ ଆକ୍ରମଣ